ଭୁବନେଶ୍ବର ୦୮/୦୩ : ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ୍ ସଂକ୍ରମଣ ଗ୍ରାଫ୍ ଧିରେଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ମଙ୍ଗଳବାର ରାଜ୍ୟରେ ୨୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୧୨ ଲକ୍ଷ ୭୫ ହଜାର ୯୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୨୫ ଜଣ ସୁସ୍ଥ ହୋଇଛନ୍ତି ।
wp:html/wp:html7 from Mayurbhanj
— H & FW Dept Odisha (@HFWOdisha) March 8, 2022
6 from Bhadrak
6 from Ganjam
4 from Malkangiri
4 from Nabarangpur
3 from Bargarh
3 from Deogarh
2 from Bolangir
1 from Jagatsinghpur
1 from Koraput
1 from Nayagarh
1 from Nuapada
2 from State Pool
The total recovered cases of Odisha now stand at 1275980