CEOଙ୍କ ନିକଟରେ ବିଜେଡି ଫେରାଦ, ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ଅଭିଯୋଗ

Published By : Prameya-News7 Bureau | April 22, 2024 IST

ଭୁବନେଶ୍ବର ୨୨।୪: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲେ ବିଜେଡି ପ୍ରତିନିଧି ମଣ୍ଡଳ । କେନ୍ଦୁଝର ବିଜେପି ବିଧାୟକ ପ୍ରାର୍ଥୀ  ମୋହନ ଚରଣ ମାଝୀ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ହୋଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୋହନ ମାଝି କେନ୍ଦୁଝର ସଦର ପଦମପୁର ସରସ୍ଵତୀ ଶିଶୁ ମନ୍ଦିରରେ ରାଜନୈତିକ ବୈଠକ କରିଥିବା ନେଇ ଅଭିଯୋଗ କରିଛନ୍ତି । ଶିକ୍ଷାନୁଷ୍ଠାନ ସ୍ଥାନ ପରିସରରେ ଏଭଳି ରାଜନୈତିକ କାମ କରିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିବା ସହ ବିହିତ ପଦକ୍ଷେପ ପାଇଁ  ଦାବି କରିଛନ୍ତି ।

You Can Read :

ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା : ୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.