ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍, ଭିତରେ ବିପୁଳ ପରିମାଣର ସୁନା

Published By : Prameya-News7 Bureau | April 17, 2024 IST

ଭୁବନେଶ୍ବର ୧୭।୪: ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍ ଠାବ ହୋଇଛି । ଟ୍ରଙ୍କ ଭିତରେ ରହିଛି ବିପୁଳ ପରିମାଣର ସୁନା । ବୁଧବାର ସକାଳେ ବିମାନ ବନ୍ଦର କଷ୍ଟମ ବିଭାଗ ପକ୍ଷରୁ ଏହି ଟ୍ରଙ୍କ ଜବତ ହୋଇଛି । ଟ୍ରଙ୍କକୁ ଜବତ କରି ତଦନ୍ତ ଚଲାଇଛି କଷ୍ଟମ ବିଭାଗ । 

ତେବେ ଟ୍ରଙ୍କଟି କାହାର, କେଉଁଠୁ କେଉଁଠିକି ଯାଉଥିଲା ତାର ତଦନ୍ତ ଜାରି ରହିଛି । ଟ୍ରଙ୍କର ମାଲିକ କିଏ ଓ କ’ଣ ପାଇଁ ଏତେ ପରିମାଣର ସୁନା ନେଇ ଯାଉଥିଲେ ତାର ଖିଅ ଖୋଜୁଛି କଷ୍ଟମ ବିଭାଗ । ତଦନ୍ତ ପରେ ଏ ସମ୍ବନ୍ଧରେ ସଠିକ୍ ତଥ୍ୟ ମିଳିପାରିବ ।

You Can Read :

ଶ୍ରୀମନ୍ଦିରରେ ମହିଳା କର୍ମଚାରୀଙ୍କୁ ଆକ୍ରମଣ ଅଭିଯୋଗ, ସିଂହଦ୍ଵାର ଥାନାରେ ଏତଲା

 

  • bhubaneswar
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.