ବ୍ରହ୍ମପୁର ୮।୧: ଟାଟା କମ୍ପାନୀରେ ଚାକିରି କରାଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି । ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଅଭୟ ଓ ଆକାଶ ପାଠକ ତିନି ଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ୫ଟି ମାମଲାର ଛନ୍ଦି ହୋଇଥିଲେ ତିନି ଜଣ । ମଙ୍ଗଳବାର ଦୁଇଟି ମାମଲାରେ ରାୟ ପ୍ରକାଶ ହୋଇଥିବା ବେଳେ ବୁଧବାର ତିନୋଟି ମାମଲାର ରାୟ ପ୍ରକାଶ ପାଇଛି । ରାୟ ପ୍ରକାଶ କରିଛନ୍ତି ବ୍ରହ୍ମପୁର ଜେଏମଏଫସି ଗ୍ରାମାଞ୍ଚଳ ସ୍ୱତନ୍ତ୍ର ବିଧାୟକ ଓ ସାଂସଦ କୋର୍ଟ । ରାୟ ପ୍ରକାଶ ପରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନରେ ବାଣ ଫୁଟାଇ ଖୁସି ମନାଇଲେ ସମର୍ଥକ ।
You Can Read:
ରକ୍ଷକ ସାଜିଲେ ଭକ୍ଷକ, ସୁରକ୍ଷିତ ସ୍ଥାନରେ ଅସୁରକ୍ଷିତ ହୋଇଗଲେ ଯୁବତୀ