ପ୍ରାର୍ଥୀପତ୍ର ଦାଖଲ କଲେ ଅଙ୍କିତ ପ୍ରତାପ ଜେନା, ଶୁଭ ମୁହୂର୍ତ୍ତ ଗଡିଯିବାରୁ ସୋମବାର କରିନଥିଲେ ନାମାଙ୍କନ

Published By : Prameya-News7 Bureau | May 14, 2024 IST

ମାହାଙ୍ଗା ୧୪।୫: କଟକ ଜିଲ୍ଲା ମାହାଙ୍ଗା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମଙ୍ଗଳବାର ବାପା ପ୍ରତାପ ଜେନା ଓ ଅଳ୍ପ କିଛି ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଙ୍କିତ । 

ସୋମବାର ଅଙ୍କିତ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ପତ୍ର ଦାଖଲ ପାଇଁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅଙ୍କିତ । କିନ୍ତୁ ହଠାତ ପ୍ରାର୍ଥୀପତ୍ର ଦାଖଲ ନକରି ଫେରିଯାଇଥିଲେ ଅଙ୍କିତ । ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ ପରେ ଅଙ୍କିତ କହିଛନ୍ତି, ସୋମବାର ଶୁଭ ମୁହୂର୍ତ୍ତ ଗଡିଯିବାରୁ ସେ ନାମାଙ୍କନ ପତ୍ର ଦାଖଲ କରିନଥିଲେ ।

You Can Read :

ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଗାଡି ଭଙ୍ଗାରୁଜା କରିବା ସହ କଲେ ଆକ୍ରମଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.