ଲାଞ୍ଚ ନେବା ବେଳେ ଯୋଗାଣ ଅଧିକାରୀ ଗିରଫ

Published By : Prameya-News7 Bureau | July 12, 2024 IST

ବଲାଙ୍ଗୀର ୧୨।୭: ଲାଞ୍ଚ ନେବା ବେଳେ ଯୋଗାଣ ଅଧିକାରୀ ଗିରଫ । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ । ବଲାଙ୍ଗୀର କାର୍ଯ୍ୟାଳୟରୁ ଗିରଫ ନେଇ ସୂଚନା ମିଳିଛି । ଗିରଫ ଜିଲ୍ଲା ଯୋଗାଣ ଅଧିକାରୀ ହେଉଛନ୍ତି ପ୍ରଭାକର ପାତ୍ର । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଜିଲ୍ଲା ଯୋଗାଣ ଅଧିକାରୀ । 

You Can Read:

ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ, ମୁଖ୍ୟମନ୍ତ୍ରୀ କହିଲେ- ଆଗାମୀ ବଜେଟ୍ ଓଡ଼ିଶା ବିକାଶରେ ସହାୟକ ହେବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.