ଅଯୋଗ୍ୟ ହିତାଧିକାରୀଙ୍କ କାର୍ଡ଼ କଟିବ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | September 29, 2024 IST

ଭୁବନେଶ୍ବର ୨୯।୯: ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଆଧାର KYC ସରିନାହିଁ । ଯେପର୍ଯ୍ୟନ୍ତ ଶେଷ ହିତାଧିକାରୀଙ୍କର E-KYC ହୋଇନାହିଁ ସେପର୍ଯ୍ୟନ୍ତ ବନ୍ଦ ହେବ ନାହିଁ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଦୁଇ କୋଟି ଲୋକଙ୍କର E-KYC ଶେଷ ହୋଇଛି । ଆହୁରି ଦେଢ଼ କୋଟି ଲୋକଙ୍କର E-KYC ହେବ । ପାଖାପାଖି ସାଢେ ତିନି କୋଟି ଲୋକଙ୍କର E-KYC ହେବ । ବାକି ଦେଢ଼ କୋଟି ଲୋକଙ୍କ ପାଇଁ ମାସେ ଦେଢ଼ ମାସ ସମୟ ଲାଗିପାରେ । ସମସ୍ତଙ୍କର ସରିବା ପରେ ଜଣାପଡ଼ିବ ଅଯୋଗ୍ୟ ହିତାଧିକାରୀ କିଏ, ସେମାନଙ୍କର କାର୍ଡ଼ କଟିବ । ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ।

You Can Read:

ପୋଖରୀରେ ବୁଡ଼ିଗଲେ ବାପା-ପୁଅ : ଜଣେ ମୃତ, ଜଣେ ଉଦ୍ଧାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.