ଭୁବନେଶ୍ବର ୮।୧୨: ରାଜଧାନୀରେ ସିବିଆଇ ରେଡ୍ ଘଟଣାରେ ୩ ଜଣ ଗିରଫ । ରାଜଧାନୀରୁ ମର୍ସିଡିଜ୍ କାର୍ରୁ ମିଳିଥିଲା ଟଙ୍କା । ରେଡ୍ ବେଳେ ଜବତ ହୋଇଛି ଡିଜିଟାଲ ଲକର ଓ ଟଙ୍କା । ବ୍ରିଜ ଆଣ୍ଡ ରୁଫ କମ୍ପାନୀର କାଗଜପତ୍ର ସହ ୩ଟି କାର୍ ଜବତ ହୋଇଛି । ସିବିଆଇ ରେଡ୍ ଘଟଣାରେ ୩ ଜଣ ଗିରଫ ହୋଇଥିବା ସୂଚନା ମିଳିଛି । ଦେବଦତ୍ତଙ୍କ ଘରୁ ରେଡ୍ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।
You Can Read:
ଜାନୁଆରୀ ୩୧ରୁ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତିମଣତି : ଆଇନ ମନ୍ତ୍ରୀ