ଭୁବନେଶ୍ବର ୨୭।୩: ରାଜଧାନୀରେ କଂଗ୍ରେସର ବିଶାଳ ରାଲି । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ପ୍ରତିବାଦ ରାଲି । ବିଧାନସଭା ଘେରାଉ ପାଇଁ ରାମମନ୍ଦିର ଛକରୁ କଂଗ୍ରେସର ପଦଯାତ୍ରା ବାହାରିଛି । ଏହି ପଦଯାତ୍ରାରେ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ହଜାର ହଜାର କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି ।
ସେପଟେ, ପଦଯାତ୍ରା ପାଇଁ ଭୁବନେଶ୍ୱରକୁ ଆସୁଥିବା କଂଗ୍ରେସ କର୍ମୀଙ୍କୁ ଅଯଥାରେ ଅଟକାଉଥିବା ଅଭିଯୋଗ କରିଥିଲେ ପିସିସି ସଭାପତି । ଯାହାର ପ୍ରତିବାଦରେ ବିଧାୟକଙ୍କ ସମେତ କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ଧାରଣା ଦେଇଥିଲେ ।
You Can Read:
ଗଙ୍ଗାଜଳ ଛିଞ୍ଚି ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ, ବିଜେପି କହିଲା- ପ୍ରଶ୍ନକାଳ ଠିକ୍ରେ ଚାଲୁ