କଳାହାଣ୍ଡି ୨୫।୧: ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ ବାପା, ବଡ଼ ମା’ଙ୍କ ମୃତ୍ୟୁ l କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ଏଭଳି ଅଘଟଣ ଘଟିଛି l ପୁତୁରା ବସନ୍ତ ବାଗ, ବୁଡୁ ବାଗ ଓ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି l ହତ୍ୟା କରାଯାଇଥିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଅନ୍ୟ ପକ୍ଷରେ ବସନ୍ତଙ୍କୁ ପୋଲିସ ହେପାଜତରେ ରଖିଥିବା ସୂଚନା ମିଳିଛି l
You Can Read:
ନିଜ ଭାଇଙ୍କ ବିରୁଦ୍ଧରେ ବିଶୋଦଗାର କଲେ ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ