ଯାଜପୁର ୬/୦୩: ଯାଜପୁର ଟାଉନ ଥାନା ଜାଲପୁର ଗାଁରେ ଅଘଟଣ । ବାଣ ଫୁଟି ୪ ଗୁରୁତର । ଗାଁର ନଳିନୀ ପତିଙ୍କ ଘରେ ବାଣ ବିସ୍ଫୋରଣ ହେବାରୁ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଶିଶୁ ଓ ବୟସ୍କ ଥିବା ଜଣାପଡିଛି । ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି ।