ପ୍ରିଜାଇଡିଂ ଅଫିସର ନିଲମ୍ବିତ, ନିର୍ବାଚନ କାର୍ଯ୍ଯରେ ଅବହେଳା ନେଇ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 01, 2024 IST

କଟକ ୧।୬: ପ୍ରିଜାଇଡିଂ ଅଫିସର ନିଲମ୍ବିତ । ନିଆଳୀ ନିର୍ବାଚନ ମଣ୍ଡଳୀର ୭୫ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ଯରେ ଅବହେଳା ଯୋଗୁଁ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନିଲମ୍ବିତ କରିଛନ୍ତି ।

You Can Read :

ଟ୍ରକ୍ ପଛରେ ପିଟିହେଲା ସ୍କୁଟର, ଆରୋହୀ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.