ଭୁଶୁଡିଲା ନେତାଜୀ ସେବା ସଦନର ପାଚେରୀ, ଦୁଇଟି କାର୍ କ୍ଷତିଗ୍ରସ୍ତ

Published By : Prameya-News7 Bureau | July 05, 2024 IST

କଟକ ୫।୭: ଭୁଶୁଡିଲା ନେତାଜୀ ସେବା ସଦନର ପାଚେରୀ । ଲଗାଣ ବର୍ଷା ଯୋଗୁଁ ଦୁର୍ବଳ ପାଚେରୀଟି ଭୁଶୁଡି ପଡିଛି । ପାଚେରୀ ଭୁଶୁଡିବା ଯୋଗୁଁ ଦୁଇଟି କାର୍ କ୍ଷତିଗ୍ରସ୍ତ ହୋଇଛି ।

You Can Read:

ରତ୍ନଭଣ୍ଡାର ଖୋଲିବା ନେଇ ଜୁଲାଇ ୬ରେ ନିଷ୍ପତ୍ତି, ସୂଚନା ଦେଲେ ଜଷ୍ଟିସ ବିଶ୍ୱନାଥ ରଥ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.