ମାଈ ହାତୀ ଛୁଆର ମୃତ୍ୟୁ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | June 20, 2024 IST

ଆଠଗଡ ୨୦।୬: ପୁଣି ଏକ ହାତୀ ଛୁଆର ମୃତ୍ୟୁ । ଆଠଗଡ ବନଖଣ୍ଡ ବଡମ୍ବା ରେଞ୍ଜର ଅନ୍ତର୍ଗତ ତଳ ଚନ୍ଦ୍ରଗଡ ସଂରକ୍ଷିତ ଜଙ୍ଗଲ ନରେଇଯାନୀ ନିକଟରେ ଏକ ୧ରୁ ୨ ମାସର ଛୁଆ ମାଈ ହାତୀର ମୃତ୍ୟୁ । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ହାତୀଟି ଅସହ୍ୟ ଗରମ ଯୋଗୁଁ ଅଂଶୁଘାତରେ ମୃତ୍ୟୁ ହୋଇଥିବା ବନ ବିଭାଗ ସନ୍ଦେହ କରୁଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ଫରେଷ୍ଟର କୃଷଚନ୍ଦ୍ର ସ୍ୱାଇଁଙ୍କ ସୂଚନା ଦେଇଥିବା ବେଳେ ବନ ବିଭାଗର ପକ୍ଷରୁ ଗ୍ରୀଷ୍ମ ପ୍ରବାହରୁ କିପରି ଜଙ୍ଗଲରେ ଥିବା ଜୀବଜନ୍ତୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ ହୋଇପଡିଛି ।

You Can Read :

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ, ୨୨ରୁ ସବୁ ସ୍କୁଲ ସ୍ବାଭାବିକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.