ରାଜପଥରେ ବୁଲୁଛି ଦନ୍ତା, ସ୍ଥାନୀୟ ଲୋକେ ଭୟଭୀତ

Published By : Prameya-News7 Bureau | October 13, 2024 IST

NEWS UPDATE

ସୁନ୍ଦରଗଡ଼ ୧୩।୧୦: ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ଫଗୁଆପଡ଼ା ନିକଟସ୍ଥ ରାଜ୍ୟ ରାଜପଥ ୧୦ ଉପରେ ବୁଲୁଛି ଦନ୍ତା । ଶନିବାର ରାତିରେ ଏକ ଦନ୍ତା ଫଗୁଆ ପଡ଼ା ଗାଁ ଦେଇ ରାଜ୍ୟ ରାଜପଥ ୧୦ ଅତିକ୍ରମ କରିଥିବା ବେଳେ ହାତୀଟି ଜନବସତି ନିକଟକୁ ଆସିଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ହାତୀ ପଲ ବଡ଼ଗାଁ ଅଞ୍ଚଳରେ ରହିଥିବା ବେଳେ ଗୋଟିଏ ଦନ୍ତା ସହର ନିକଟବର୍ତ୍ତି ଫଗୁଆପଡ଼ା ଅଞ୍ଚଳରେ ଦେଖାଦେବା ପରେ ଏହି ଦନ୍ତା କେଉଁଠୁ ଆସିଲା ସେ ଉପରେ ବନ ବିଭାଗ ନଜର ରଖିଛି ।

You Can Read:

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଧକ୍କା ଦେଲା ଲଷ୍ମୀ ବସ୍, ଜଣେ ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.