ଭଦ୍ରକ ଜିଲ୍ଲାରେ ଦ୍ଵିତୀୟ ଦିନରେ ଜବରଦଖଲ ଉଚ୍ଛେଦ, ଦୋକାନ ଓ ଘର ଉଚ୍ଛେଦ

Published By : Prameya-News7 Bureau | August 02, 2024 IST

ଭଦ୍ରକ ୨: ଭଦ୍ରକ ଜିଲ୍ଲାରେ ଦ୍ଵିତୀୟ ଦିନରେ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଉଚ୍ଛେଦ ଆରମ୍ଭ ହୋଇଥିବା ବେଳେ ବାଦ୍ ପଡିଥିବା ଦୋକାନ ଓ ଘରକୁ ଉଚ୍ଛେଦ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଟାଉନ ହଲ୍ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହେଉଛି । ତହସିଲଦାର, ସିଟି ଡ଼ିଏସପି, ପୌରପାଳିକାର ଅଧିକାରୀଙ୍କ ସମେତ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଚ୍ଛେଦ ବେଳେ ଜନସାଧାରଣ ସହଯୋଗ କରୁଥିବା ଦେଖିବା ପାଇଁ ମିଳିଛି । ଅନେକ ଜବରଦଖଲକାରୀ ନିଜ ତରଫରୁ ଦୋକାନ ଘର ଖାଲି କରିଛନ୍ତି ।   

You Can Read:

ପାଣି ଭାର ନେଇ ଯାଉଥିଲେ ଶୈବପୀଠ, ହଠାତ ଚାଲିଗଲା ବୋଲବମ୍ ଭକ୍ତଙ୍କ ମୃତ୍ୟୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.