ସମ୍ବଲପୁର ଜୁ’ରେ ବାଘୁଣୀ ରାନୀର ମୃତ୍ୟୁ, ଗର୍ଭାଶୟରେ ସଂକ୍ରମଣ ଯୋଗୁଁ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | December 05, 2024 IST

ସମ୍ବଲପୁର ୫।୧୨: ସମ୍ବଲପୁର ଚିଡିଆଖାନା ବା ସମ୍ବଲପୁର ଜୁ’ରେ ବାଘୁଣୀର ମୃତ୍ୟୁ । ବୁଧବାର ରାତି ୯ଟା ୩୦ମିନିଟ୍‌ରେ ବାଘୁଣୀ ରାନୀର ମୃତ୍ୟୁ ହୋଇଛି । 

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜୁ’ରେ ବାଘୁଣୀ ରାନୀର ଚିକିତ୍ସା ଚାଲିଥିଲା । ଗର୍ଭାଶୟରେ ସଂକ୍ରମଣ ଚିହ୍ନଟ ହେବା ପରେ ରାନୀର ଚିକିତ୍ସା କରାଯାଉଥିଲା । ତେବେ ବୁଧବାର ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି । 

ପୂର୍ବରୁ ନୂଆପଡାରୁ ଆସିଥିବା ବାଘ ସାଙ୍ଗରେ ରାନୀର ମିଳନ ହୋଇଥିଲା । ଡିସେମ୍ବର ତୃତୀୟ ସପ୍ତାହରେ ଗର୍ଭ ପରୀକ୍ଷା ହୋଇଥାନ୍ତା ବୋଲି ସୂଚନା ମିଳିଛି ।

You Can Read:

କୌଣସି ପ୍ରକଳ୍ପ ପାଇଁ ଜମି ନିଆଗଲେ କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର ଜମି ଦେବାକୁ କରାଯିବ ବ୍ୟବସ୍ଥା : ରାଜସ୍ବ ମନ୍ତ୍ରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.