ବିଧାନସଭାରେ ଅନନ୍ତ ଦାସଙ୍କ ମର ଶରୀର, ଅନ୍ତିମ ଦର୍ଶନ ପାଇଁ ଭିଡ

Published By : Prameya-News7 Bureau | March 09, 2025 IST

ଭୁବନେଶ୍ବର ୯/୦୩: ବିଧାନସଭାରେ ପୂର୍ବତନ ମନ୍ତ୍ରୀ ତଥା ୪ ଥରର ବିଧାୟକ ଅନନ୍ତ ଦାସଙ୍କ ମରଶରୀର । ବରିଷ୍ଠ ବିଜେଡି ନେତା ଅନନ୍ତ ଦାସଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ବର୍ଗର ଲୋକ । ସବୁ ଦଳର ରାଜନେତାମାନେ ବିଧାନସଭାରେ ଶେଷ ଦର୍ଶନ କରିଛନ୍ତି । ଏହା ପୂର୍ବରୁ ଭୁବନେଶ୍ବର ସ୍ଥିତ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଭିଡ ଲାଗିଥିଲା । ଭୋଗରାଇର ଏହି ପୂର୍ବତନ ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତଚରଣ ଦାସ ଶୋକ ପ୍ରକାଶ କରିଛନ୍ତି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.