MKCGରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ୪ ଡାକ୍ତର ବହିଷ୍କୃତ, ଜଣଙ୍କୁ ୬ମାସ ହଷ୍ଟେଲ ମନା

Published By : Prameya-News7 Bureau | December 29, 2024 IST

ବ୍ରହ୍ମପୁର ୨୯।୧୨: ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗ ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ ସିନିୟର୍ ରେସିଡେଣ୍ଟଙ୍କୁ ବହିଷ୍କୃତ କରାଯାଇଛି । ଅନ୍ୟ ଜଣେ ପିଜି ଡାକ୍ତରଙ୍କୁ ୬ ମାସ କଲେଜ ହଷ୍ଟେଲ ମନା କରାଯାଇଛି । 

ତେବେ DMETଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ନେଇ ଡିନ୍‌ ସୁଚିତ୍ରା ଦାଶଙ୍କ ସୂଚନା ଦେଇଛନ୍ତି । ଗତ ୨୦ ତାରିଖରେ ୩ନଂ ହଷ୍ଟେଲରେ ପିଜି ଛାତ୍ରଙ୍କୁ ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

You Can Read:

ନୟାଗଡ଼ ରଣପୁରରେ ବର୍ଷାଜନିତ ଚାଷ କ୍ଷୟକ୍ଷତିର ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ, ଚାଷୀଙ୍କ ସହ କଲେ ଆଲୋଚନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.