ବୈକୁଣ୍ଠଧାମରେ ଜିଏ ଓ ବିଡିଏ ଟିମ୍, ଆଶ୍ରମର ଜମି ମାପଚୁପ

Published By : Prameya-News7 Bureau | November 18, 2024 IST

ଭୁବନେଶ୍ବର ୧୮/୧୧: ବୈକୁଣ୍ଠଧାମ ଆଶ୍ରମ ବିବାଦ ମାମଲା । ବୈକୁଣ୍ଠଧାମ ଆଶ୍ରମରେ ବିଡିଏ, ବିଏମ୍‌ସି ଏବଂ ତହସିଲ ଟିମ୍‌ର ମିଳିତ ଛାନ୍‌ଭିନ୍‌ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତନାଘନା କରୁଛନ୍ତି ୮ ଜଣିଆ ଟିମ୍‌ । ଆଶ୍ରମର ମାପଚୁପ କରାଯାଉଛି । ଜମି ସରକାରୀ ନା ବେସରକାରୀ ସେ ସଂପର୍କରେ ଚାଲିଛି ତନାଘନା । ସେପଟେ ବୈକୁଣ୍ଠ ଆଶ୍ରମକୁ ଜଗି ରହିଛନ୍ତି ୨ ସେକ୍ସନ ଫୋର୍ସ । ଆଶ୍ରମ ଭିତରେ ରହିଥିବା ସମସ୍ତ ଆସବାବପତ୍ର ଯାଞ୍ଚ କରୁଛି ପୋଲିସ । ତେବେ ଆଶ୍ରମରୁ କୁନି ବାବା ଗାଏବ ହୋଇଯାଇଥିବାରୁ ନାନା ପ୍ରଶ୍ନ ଉଙ୍କି ମାରୁଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.