LIVE TV

ଆକ୍ସନରେ ଜିଲ୍ଲା ପ୍ରଶାସନ, ବେଆଇନ୍‌ ବାଂଲାଦେଶୀ ଆଡ୍ଡାରେ ଚାଲିଲା ବୁଲଡୋଜର

NEWS7
gram-nyayalaya-will-be-started-in-all-blocks-said-by-law-minister

ଜଗତସିଂହପୁର ୧୭।୧୧ : ଭାଙ୍ଗିଲା ବାଂଲାଦେଶୀ ଆଡ୍ଡା । ଜଗତସିଂହପୁର ବେହେରାମପୁରରେ ଥିବା ବାଂଲାଦେଶୀ ଆଡ୍ଡାକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ । ସରକାରୀ ଜାଗାରେ ଥିବା ବେଆଇନ୍ ଘରକୁ ଭାଙ୍ଗିଛି ପୋଲିସ । ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ​​​​​​​