ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ : ଫୁଲବାଣୀ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

Published By : Prameya-News7 Bureau | August 09, 2024 IST

କଟକ ୯: ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସମ୍ପର୍କିତ ମାମଲା । ଫୁଲବାଣୀ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ । ଅନାସ୍ଥା ଗୃହୀତ ହୋଇଥିବା ସତ୍ତ୍ବେ ସରକାରୀ ଗେଜେଟରେ ପ୍ରକାଶ ପାଇନଥିଲା । ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ଫୁଲବାଣୀ ମ୍ୟୁନିସିପାଲଟିର ଜଣେ କାଉନସିଲର । ୨୧ ଅଗଷ୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ।

You Can Read:

ହୀରାକୁଦ ଗେଟ୍ ଖୋଲିବା ପରେ ମହାନଦୀ ଓ କାଠଯୋଡିରେ ବଢୁଛି ଜଳସ୍ତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.