ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ, ପତ୍ନୀହନ୍ତା ଫେରାର

Published By : Prameya-News7 Bureau | July 30, 2024 IST

ରାୟଗଡ଼ା ୩୦।୭: ସ୍ତ୍ରୀକୁ ହତ୍ୟା କଲା ସ୍ଵାମୀ । ରାୟଗଡ଼ା ସହରର ଟେଲିଫୋନ ଏକ୍ସଚେଞ୍ଜ ଲେନରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀ ଫେରାର ହୋଇଯାଇଛି । ମୃତ ମହିଳା ହେଲେ ପି. ଗୌରୀ । ତାଙ୍କ ବୟସ ୪୫ ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ବିଧାନସଭା ଅଧିବେଶନର ସପ୍ତମ ଦିନ, ୨୦୨୪-୨୫ ଆର୍ଥିକ ବଜେଟ୍ ଉପରେ ପୁର୍ନବାର ଆଲୋଚନା ହେବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.