୨୩/୭: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ହେଲେ ଆର୍.ସନ୍ଥଗୋପାଳନ । ତାଙ୍କ ନିଯୁକ୍ତି ନେଇ ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ୨୦୦୧ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ଆର. ସନ୍ଥଗୋପାଳନ । କିଏ ହେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ? ଏନେଇ ୩ଜଣଙ୍କ ନାଁ ସୁପାରିଶ ହୋଇଥିଲା । ସେଥିରୁ ସନ୍ଥଗୋପାଳନଙ୍କୁ ଚୟନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ସେ ନିକୁଞ୍ଜ ବିହାରୀ ଧଳଙ୍କ ସ୍ଥାନ ନେବେ ।
ବିଜେପି ଜିଲ୍ଲା ସଭାପତି ରାମନାରାୟଣ ମହାନ୍ତିଙ୍କୁ ର୍ଦ...
