ଭୁବନେଶ୍ବର ୫।୧୨: ୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଜଣଙ୍କ ଜୀବନ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀଙ୍କ ଉତ୍ତର ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ଜଣଙ୍କ ଜୀବନ । କେବଳ ଗତ ୭ ମାସ ମଧ୍ୟରେ ଗଲାଣି ୨୦୧ ଜଣଙ୍କ ଜୀବନ । ସେହିଭଳି ୨୦୨୩-୨୪ରେ ୨୭୨ ଜଣ ପ୍ରାଣ ହରାଇଥିଲେ
। ୨୦୨୨-୨୩ରେ ମଧ୍ୟ ୩୦୬ ଜଣଙ୍କ ଜୀବନ ନେଇଥିଲା ବଜ୍ରପାତ । ବଜ୍ରପାତ ଦ୍ୱାରା ମୟୁରଭଞ୍ଜ, ବାଲେଶ୍ଵର, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଲୋକ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।
You Can Read:
କୋଟିଆକୁ ବାଦ୍ ଦେଲେ ରାଜ୍ୟରେ ପ୍ରାୟତଃ ବଡ ଧରଣର ସୀମା ବିବାଦ ନାହିଁ : ରାଜସ୍ବ ମନ୍ତ୍ରୀ