ବଢୁଛି ମହାନଦୀ ଜଳସ୍ତର : ମୁଣ୍ଡଳୀ ଦେଇ ୫୮୨୮୬୫ ଓ ନରାଜ ଦେଇ ୨୮୯୨୮୦ ଘନଫୁଟ ଜଳ ପ୍ରବାହିତ

Published By : Prameya-News7 Bureau | August 08, 2024 IST

କଟକ ୮: ମହାନଦୀରେ ଧୀରେ ଧୀରେ ବଢୁଛି ଜଳସ୍ତର । ଗୁରୁବାର ଦିନ ୩ଟା ବେଳେ ମୁଣ୍ଡଳୀ ଦେଇ ୫୮୨୮୬୫ ଘନଫୁଟ ବନ୍ୟାଜଳ ମହାନଦୀରେ ପ୍ରବାହିତ ହେଉଥିଲା । ସେହିଭଳି ନରାଜ ଦେଇ ୨୮୯୨୮୦ ଘନଫୁଟ ବନ୍ୟାଜଳ କାଠଯୋଡି ନଦୀରେ ପ୍ରବାହିତ ହେଉଥିଲା । ମୁଣ୍ଡଳୀର ସମସ୍ତ ସ୍ଲୁଇସ୍ ଗେଟ୍ ଗୁଡ଼ିକୁ ଖୋଲାଯାଇଛି ।

You Can Read:

ଗିରଫ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ଆଉ ୨୦ଟି ପ୍ଲଟ୍ ପଶ୍ଚିମବଙ୍ଗରୁ ଠାବ, ୧୦୫ରେ ପହଞ୍ଚିଲାଣି ସଂଖ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.