ବଣାଇ ୧୦।୭: ପୁଣି କୋଇଡା ଅଞ୍ଚଳରେ ଲାଗିଲା ମାଓ ବ୍ୟାନର । ରେଳ ଲାଇନ ଉପରେ ବ୍ୟାନର ଲଗାଇଛନ୍ତି ମାଓବାଦୀ । ଏକ ଦିବସ ବନ୍ଦ ପାଳନ ପାଇଁ ଆହ୍ବାନ ଦେଇଛନ୍ତି ମାଓବାଦୀ ।
ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ କେବଲାଙ୍ଗ ଥାନା ଅନ୍ତର୍ଗତ ରକ୍ସି-ରେଞ୍ଜଡା-କରମପଦା ରେଳ ଲାଇନ୍ ଉପରେ ମାଓ ବ୍ୟାନର ଲାଗିଛି । ଘଟଣାସ୍ଥଳରେ କେବଲାଙ୍ଗ ଥାନା ଅଧିକାରୀ ସମେତ ନକ୍ସଲ ସ୍କ୍ୱାଡ୍ ପହଞ୍ଚି ତନାଘନା କରିଛନ୍ତି । ଏହା ପୂର୍ବରୁ ନିର୍ବାଚନ ସମୟରେ ବହୁବାର ମାଓ ପୋଷ୍ଟର ଲଗାଇଥିଲେ ମାଓବାଦୀ ।
You Can Read:
ଚତୁର୍ଥ ଦିନରେ ଗଡିଲା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ଵଜ ରଥ