କରଞ୍ଜିଆ ୧୪।୬: ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା କାର୍ । ବାହାଘର ମର୍କେଟିଂ ପାଇଁ ଭୁବନେଶ୍ବର ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଜଳିଗଲା କାର୍ ।
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବଡ଼ଗାଁରୁ ତିନି ଜଣ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କରଞ୍ଜିଆ-ଠାକୁରମୁଣ୍ଡା ରୋଡ଼ ଚମକପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ ଜଳିଗଲା କାର୍ । ଜଣେ ଗୁରୁତର ଆହତ ହୋଇ ଠାକୁରମୁଣ୍ଡା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଠାକୁରମୁଣ୍ଡା ପୋଲିସ ତଦନ୍ତ ଜାରି ରଖିଛି ।
You Can Read :
ଭଦ୍ରକ ଦରଡ଼ାରେ ରଜ ମଉଜ, ସହରରେ ରହୁଥିବା ଲୋକେ ଛୁଟି ଆସୁଛନ୍ତି ଗାଁକୁ