କଳାହାଣ୍ଡି ୧୨।୮: ଅନାସ୍ଥା ପ୍ରସ୍ତାବରେ ହାରିଲେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା । ପୌର ପରିଷଦର ୨୦ଜଣ କାଉନସିଲର ସଂଯୁକ୍ତା ବେହେରାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବରେ ଭୋଟ୍ ଦେଇଥିଲେ । ତେବେ ୨୦ ଜଣ କାଉନସିଲରଙ୍କ ମଧ୍ୟରୁ ୧୮ ଜଣ ବିଜେଡିର ଥିବା ବେଳେ ଜଣେ କଂଗ୍ରେସ ଓ ଜଣେ ବିଜେପିରୁ ନିର୍ବାଚିତ ହେଇଥିଲେ । ସଂଯୁକ୍ତା ବେହେରାଙ୍କ ଏକଛତ୍ରବାଦ କାର୍ଯ୍ୟକଳାପକୁ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ଅନାସ୍ଥା ଭୋଟ୍ରେ ତାର ପ୍ରତିଫଳନ ହୋଇଛି ।
You Can Read: