ଭିଜିଲାନ୍ସ ଜାଲରେ ନୂଆପଡ଼ା MVI ବିନୟ ବେହୁରିଆ, ଲକ୍ଷେ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ

Published By : Prameya-News7 Bureau | September 07, 2024 IST

ଭୁବନେଶ୍ବର ୭।୯: ଟଙ୍କା ସହ ଧରାପଡ଼ିଛନ୍ତି ନୂଆପଡା ଏମ୍‌ଭିଆଇ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ନୂଆପଡ଼ା ଏମ୍‌ଭିଆଇ ବିଜୟ ବେହୁରିଆ ଧରାପଡିଛନ୍ତି । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ହସ୍ପିଟାଲ ଛକ ନିକଟରେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଛନ୍ତି । ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବିନୟ । ଉକ୍ତ ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ କରାଯାଉଛି । ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଏମ୍‌ଭିଆଇଙ୍କ ୫ଟି ସ୍ଥାନରେ ରେଡ୍‌ କରୁଛି ।

You Can Read:

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ଜଣଙ୍କ ଜୀବନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.