ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର IIC, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 24, 2024 IST

ବଣାଇ ୨୪/୯: ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ତୀରମାଡର ଶିକାର ହେଲେ ମହୁଲପଦା IIC । ବଡଜଳ ସ୍କୁଲ ଉପରେ ଜଣେ ଯୁବକ ତୀର ଧରି ଆତଙ୍କ ଖେଳାଇଥିଲା । ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଆଇସି ସୁରେଶ ଚନ୍ଦ୍ର ପ୍ରଧାନ । ଯୁବକଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । କାବୁ କରିବେ କଣ ଓଲଟି ଯୁବକଙ୍କ ତୀର ମାଡରେ ତାଙ୍କର ତାଙ୍କ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ହସ୍‌ପିଟାଲରେ ଆଇଆଇସିଙ୍କୁ ଭର୍ତ୍ତି କରାଯାଇଛି । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.