ନିଆଳିରେ ସ୍କ୍ରବ୍ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁ, ୬୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ

Published By : Prameya-News7 Bureau | September 27, 2024 IST

ନିଆଳି ୨୭।୯: ନିଆଳିରେ ସ୍କ୍ରବ୍ ଟାଇଫସ୍‌ରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଅଁଳୋ ଗ୍ରାମର ମହିମା ଆଶ୍ରମର ସାଧୁ ପ୍ରଭାକର ଦାସ । ସେ ଭୁବନେଶ୍ଵରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେଠାରେ ସ୍କ୍ରବ୍ ଟାଇଫସ୍ ଚିହ୍ନଟ ହୋଇଥିଲା । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଅଁଳୋ ଗ୍ରାମର ୬୦ ଜଣଙ୍କର ରକ୍ତ ନମୁନା ସଂଗ୍ରହ ହୋଇଛି ।

You Can Read:

ଅନାସ୍ଥାରେ ହାରିଲେ ନୀଳଗିରି ଏନଏସି ଅଧ୍ୟକ୍ଷା, ଖୁବ୍‌ଶୀଘ୍ର ବ୍ଲକ୍ ଦଖଲ ପାଇଁ ବିଧାୟକଙ୍କ ଦୃଢ଼ୋକ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.