ତିନି ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି, ମିଳିଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵ

NEWS7
one-person-died-in-road-accident-at-gajapati

ଭୁବନେଶ୍ଵର: ଆଜି ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି।୧୯୯୬ ବ୍ୟାଚର ୩ ବରିଷ୍ଠ ଆଇଏଏସଙ୍କୁ ପଦନ୍ନୋତି ଦେଇଛନ୍ତି ମୋହନ ମାଝୀଙ୍କ ସରକାର।ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS)ପାହ୍ୟାକୁ ପଦୋନ୍ନତିହୋଇଛନ୍ତି ତିନି ବରିଷ୍ଠ ଆଇଏଏସ। ଏହି ତିନି ଆଇଏଏସ ହେଉଛନ୍ତିଶାଶ୍ବତ ମିଶ୍ର,ବିଶାଳ ଦେବ ଓ ଉଷା ପାଢ଼ୀ। ଅନ୍ୟପଟେକେନ୍ଦ୍ରୀୟ ଡେପୁଟେସନରେ ଥିବା ବୀର ବିକ୍ରମ ଯାଦବଙ୍କୁ ମଧ୍ୟ ପଦୋନ୍ନତିମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
Updating...