ନବୀନ ନିବାସରୁ ଆସିଲା ଅଚାନକ ଡାକରା, ବରିଷ୍ଠ ନେତାଙ୍କର ଚାଲିଛି ବଡ଼ ବୈଠକ

NEWS7
over-300-fall-ill-due-to-food-poisoining-in-banki

ଭୁବନେଶ୍ୱର ୨୦।୦୧ : ନବୀନ ନିବାସରୁ ଆସିଲା ଡାକରା । ପହଞ୍ଚିରେ ବହୁ ବରିଷ୍ଠ ନେତା । ଅଚାନକ ପରେ ଡାକରା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ନେତା । ତେବେ କେଉଁ ପ୍ରସଙ୍ଗ ନେଇ ବୈଠକ ଚାଲିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ମଙ୍ଗଳବାର ଅପରାହ୍ନ ସମୟ । ହଠାତ୍ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା । ଏହି ଡାକରା ପାଇ ନବୀନ ନିବାସରେ ପହଞ୍ଚିରେ ବିଜେଡିର ବହୁ ବରିଷ୍ଠ ନେତା । ଯେଉଁଥିରେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ, ସଞ୍ଜୟ ଦାସବର୍ମା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ପ୍ରଣବ ବଳବନ୍ତରାୟ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

ତେବେ କେଉଁ ପ୍ରସଙ୍ଗକୁ ନେଇ ବୈଠକ ବସିଛି । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Updating....