କଟକ ୯।୧: କଟକ ଜଗତପୁର ଅଞ୍ଚଳରେ ଥିବା ଟାୟାର ଗୋଦାମରେ ପୋଲିସର ଚଢାଉ । ବିଭିନ୍ନ ନାମୀ କମ୍ପାନୀ ନାମରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ । ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିଲା । ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, କଟକ ଜଗତପୁର ଅଞ୍ଚଳରେ ଟାୟାର ଗୋଦାମ ଉପରେ ପୋଲିସ ର ଚଢାଉ । ବିଭିନ୍ନ ନାମୀ କମ୍ପାନୀ ନାମରେ ନକଲି ଟାୟାର ବିକ୍ରି ହେଉଥିବା ଅଭିଯୋଗରେ ଉତ୍କଳ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମ ଉପରେ ଚଢାଉ କରିଛି ପୋଲିସ । ବିଭିନ୍ନ କମ୍ପାନୀର ଟାୟାରକୁ ନକଲ ଲେବଲ୍ ଲଗାଇ ଗ୍ରାମାଞ୍ଚଳ ମାନଙ୍କୁ ବିକ୍ରି ପାଇଁ ପଠାଯାଉଥିଲା । ହିନ୍ଦୁସ୍ଥାନ ଟାୟାର କମ୍ପାନୀ ନାମରେ ଏହିଭଳି ବିକ୍ରି ହେଉଥିବା ଅଭିଯୋଗ ହେବା ପରେ ଗୋଦାମ ସିଲ୍ କରିବା ସହ ମାଲିକଙ୍କୁ ଅଟକ ରଖିଛି ଜଗତପୁର ଥାନା ପୋଲିସ ।
You Can Read:
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ସ୍କୁଟରକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ନାବାଳକଙ୍କ ଜୀବନ