ଦୁର୍ନୀତିଗ୍ରସ୍ତ ଅଧିକାରୀ ଅବସର ନେଇଥିଲେ ବି ହେବ କଡା କାର୍ଯ୍ୟାନୁଷ୍ଠାନ : ରାଜସ୍ଵ ମନ୍ତ୍ରୀ

Published By : Prameya-News7 Bureau | September 01, 2024 IST

ସମ୍ବଲପୁର ୧।୯: ବେଆଇନ ଭାବରେ ଜମି ମାଡିବସିଥିବା ଶିଳ୍ପ ଅନୁ୍ଷ୍ଠାନ ବିରୁଦ୍ଧରୋ କଡା କାର୍ଯ୍ଯାନୁଷ୍ଠାନ ହେବ । ରବିବାର ସମ୍ବଲପୁର ବିଶ୍ବବିଦ୍ଯାଳୟର ଏକ କାର୍ଯ୍ଯକ୍ରମରେ ଯୋଗ ଦେବା ଅବସରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କଟାକ୍ଷ କରି କହିଛନ୍ତି, ଯମ ଅଜାଣତରେ ମୃତ୍ଯୁ ହୁଏ ନାହିଁ । 

ତେବେ ଯେଉଁଠାରେ ବି ଦୁର୍ନୀତି ହୋଇଛି ନିଶ୍ଚିତ ଭାବେ ଅଧିକାରୀ ଜାଣିଛନ୍ତି । ଯଦି ଅଧିକାରୀ ଅବସର ନେଇଛନ୍ତି ଓ ଦୁର୍ନୀତିରେ ସାମିଲ ଥିଲେ, ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ କେମିତି ନିଆଯାଏ ତାହା ସୁରେଶ ପୂଜାରୀଙ୍କୁ ଜଣା ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ସମୁଦ୍ର କୂଳରୁ ମିଳିଲା ଯୁବକଙ୍କ ମୃତଦେହ, ସ୍ନାନ କରୁଥିବା ବେଳେ ନିଖୋଜ ହୋଇଯାଇଥିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.