ହାଇୱା ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | August 14, 2024 IST

କୋଣାର୍କ ୧୪।୮କୋଣାର୍କ ବାଲିଘାଇ-ପୁରୀ ରାସ୍ତାରେ ହାଇୱା ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ନିକଟସ୍ଥ ଉଛୁପୁର ଗ୍ରାମର ସୁନୀଲ ସେଠୀ ଓ ହେମନ୍ତ ଭୋଇ ବୋଲି ଜଣାପଡିଛି । 

ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ-ବାଲିଘାଇ ରାସ୍ତାର ଦଳନଇ ବଜାରରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

You Can Read:

ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ହେବ ବିକାଶ : ପୃଥ୍ଵୀରାଜ ହରିଚନ୍ଦନ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.