ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬ ବର୍ଷ କିମ୍ବା ୬୨ବର୍ଷ ବୟସ ଯାଏଁ ନିଯୁକ୍ତି

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର ୨୭।୯: ବରିଷ୍ଠ IPS ଅଫିସର ଅରୁଣ ଷଡ଼ଙ୍ଗୀ ହେଲେ OPSCର ନୂଆ ଚେୟାରମ୍ୟାନ୍ । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ପର୍ଯ୍ୟନ୍ତ ମିଳିଲା ନିଯୁକ୍ତି । ରାଜ୍ୟ ସରକାର ଅରୁଣ ଷଡ଼ଙ୍ଗୀଙ୍କୁ ଏହି ପଦରେ ନିଯୁକ୍ତ କରିଛନ୍ତି । 

ତେବେ ବର୍ତ୍ତମାନ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ଏହା ପୂର୍ବରୁ ଅରୁଣ ଇନ୍‌ଚାର୍ଜ ପୋଲିସ ଡିଜି ଥିଲେ ।

You Can Read:

ସୁବର୍ଣ୍ଣରେଖାରେ ଓଲଟିଲା କଦଳୀ ଭେଳା : ଜଣେ ମୃତ, ଜଣେ ଗୁରୁତର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.