ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

Published By : Prameya-News7 Bureau | June 27, 2024 IST

ମୋହନା ।୬: ଗଜପତି ଜିଲ୍ଲା ମୋହନାର ଏକ ହୋଟେଲରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି l ଗୁରୁବାର ସକାଳେ ଏକ ବିରାଟ ଅହିରାଜ ସାପ ହୋଟେଲ ଭିତରେ ଥିବା ଦେଖି ସ୍ଥାନୀୟ ବନ ବିଭାଗକୁ ହୋଟେଲ କର୍ମଚାରୀ ଖବର ଦେଇଥିଲେ l ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅତି ସତର୍କତାର ସହ ଅହିରାଜକୁ ଉଦ୍ଧାର କରିଥିଲେ l ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ l ଅହିରାଜ ସାପ ଦେଖିବାକୁ ବିରଳ ଥିବାବେଳେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା l

You Can Read :

ପାଟଣା ରେଞ୍ଜରେ ହାତୀ ଆତଙ୍କ, ଘରଦ୍ୱାର ଭାଙ୍ଗି ଖାଇଗଲେ ଧାନ ଚାଉଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.