ବର୍ଷା ପାଇଁ ମାର୍କେଟକୁ କମ୍ ପିଆଜ ଆସୁଛି, ଆଗକୁ ଏଭଳି ସମସ୍ୟା ହେବନି : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | October 12, 2024 IST

ଭୁବନେଶ୍ବର ୧୨।୧୦: ପିଆଜ ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ସାରା ଦେଶରେ ଏଭଳି ସ୍ଥିତି ଅଛି । ପ୍ରବଳ ଓ ଅନବରତ ବର୍ଷା ପାଇଁ ଫସଲ ହାନି ହୋଇଛି । ବର୍ଷା ପାଇଁ ମାର୍କେଟକୁ କମ୍ ପିଆଜ ଆସୁଛି । ସରକାର ଆଳୁ ଓ ପିଆଜ ମିଶନ ଭଳି ପଦକ୍ଷେପ ନେଉଛନ୍ତି । ଆଗକୁ ଏଭଳି ସମସ୍ୟା ହେବନି ବୋଲି ମନ୍ତ୍ରୀ ଡକହିଛନ୍ତି ।

You Can Read: 

ପୂଜା ମଣ୍ଡପରେ ଅପରାଧ ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମ୍, ହଜାରେ କ୍ୟାମେରା ଉପରେ ଟ୍ରାଫିକ୍ ପୋଲିସର ରହିବ ନଜର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.