E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ, ଆଧାର କାର୍ଡ଼ ନଥିଲେ ମିଳିବନି କାର୍ଡ

Published By : Prameya-News7 Bureau | September 27, 2024 IST

ଭୁବନେଶ୍ବର ୨୭।୯: E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଭଳି ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ E-KYC ପ୍ରକ୍ରିୟା ଚାଲୁ ରହିଛି । ପର୍ଯ୍ୟାପ୍ତ ସମୟ ଦିଆଯାଇଛି । E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ । ପ୍ରକ୍ରିୟା ସରିଲା ପରେ ଅଯୋଗ୍ୟ ଜାଣିହେବ । ଆଧାର କାର୍ଡ଼ ନଥିଲେ ମିଳିବନି ରାସନକାର୍ଡ। ଯେଉଁମାନଙ୍କ ଆଧାର କାର୍ଡ ନାହିଁ ସେମାନେ ଆଧାର କାର୍ଡ଼ କରିବା ପରେ ସାମିଲ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।

You Can Read:

ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ ଖୋଲିଲା, ମୋଟ୍ ୭ ଗେଟ୍ ଦେଇ ଜଳ ନିଷ୍କାସିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.