ରେପୋ ରେଟ୍ ଅପରିବର୍ତ୍ତିତ, ଜିଡିପି ବୃଦ୍ଧି ଉପରେ ଫୋକସ : RBIର ବଡ ନିଷ୍ପତ୍ତି

NEWS7
trf-claims-responsibility-for-pahalgam-attack-on-tourists

ମୁମ୍ବାଇ,|୦୨ : ବଦଳିଲାନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଲା ପୂର୍ବର ରେଟ୍ । ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ରନ ହୋଇନାହିଁ ।