ଦୁଇ ସରକାରୀ କର୍ମଚାରୀ ନିଲମ୍ବିତ, ରାଜନୈତିକ କାର୍ଯ୍ୟକ୍ରମରେ ଥିଲେ ସାମିଲ

Published By : Prameya-News7 Bureau | April 17, 2024 IST

ନୟାଗଡ଼ ୧୭।୪: ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ଦୁଇ ସରକାରୀ କର୍ମଚାରୀ । ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କଲେ ନୟାଗଡ ଜିଲ୍ଲାପାଳ । ମାଳିସାହି ଗତିଶ୍ବର ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ଏବଂ ନୟାଗଡ ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ ନିଲମ୍ବିତ ହୋଇଛନ୍ତି ।

You Can Read :

୪୧ ଡିଗ୍ରୀ ଟପିଲା ଟ୍ବିନ୍ ସିଟି ତାପମାତ୍ରା, ୪୩.୨ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.