ହଦଗଡ଼ ଡ୍ୟାମ୍‌ରେ ଅଘଟଣ, ପାଣିରେ ବୁଡି ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

Published By : Prameya-News7 Bureau | June 12, 2024 IST

ଆନନ୍ଦପୁର ୧୨।୦୫ : କେନ୍ଦୁଝର ଜିଲ୍ଲା ହଦଗଡ଼ ଡ୍ୟାମ୍‌ରେ ଅଘଟଣ । ଡ୍ୟାମ୍‌ରେ ଗାଧୋଉଥିବା ବେଳେ ପାଣିରେ ବୁଡି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । 

ଖବର ଅନୁଯାୟୀ, ହଦଗଡ଼ ଡ୍ୟାମ୍‌କୁ ବୁଲିବାକୁ ଆସିଥିଲେ ୭ ଜଣ ଇଞ୍ଜିନିୟରି ଛାତ୍ର । ଡ୍ୟାମ୍‌ର ତଳ ପାର୍ଶ୍ୱରେ ଗାଧୋଉଥିବା ବେଳେ ହଠାତ୍‌ ପାଣିରେ ବୁଡି ଯାଇଥିଲେ । ଯାହାଫଳରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ମଧ୍ୟରୁ ଜଣେ ତିହିଡି ଅଞ୍ଚଳର ହୋଇଥିବା ବେଳେ ଆଉ ଜଣେ ଭଦ୍ରକ ଜିଲ୍ଲା ବରପଦା ଅଞ୍ଚଳ ବୋଲି ସୂଚନା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.