ଗୋବର୍ଦ୍ଧନ ପୀଠ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶଙ୍କରାଚାର୍ଯ୍ୟଙ୍କୁ ଭେଟି ନେଲେ ଆଶୀର୍ବାଦ

Published By : Prameya-News7 Bureau | July 07, 2024 IST

ଭୁବନେଶ୍ବର ୭।୭: ପବିତ୍ର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ ଗୋବର୍ଦ୍ଧନ ପୀଠ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର । 

ଏହି ଅବସରରେ ସେ କହିଛନ୍ତି, ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଗୋବର୍ଦ୍ଧନ ପୀଠ ପୁରୀଧାମର ଏକ ପ୍ରମୁଖ ଶ୍ରଦ୍ଧାର କେନ୍ଦ୍ର । ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେବା ସହ ହିତୋପଦେଶ ନେବାର ସାନ୍ନିଧ୍ୟ ଲାଭ କଲୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

You Can Read:

ଚିପିଲିମା ଫାଣ୍ଡିରେ ଆଦିବାସୀ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ : ଫାଣ୍ଡି ଅଧିକାରୀ ନିଲମ୍ବିତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.