ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା, ନା ହେବ ରିଲ୍ସ ନା ପ୍ରି ଓ୍ବେଡିଂ ଫଟୋସୁଟ୍

Published By : Prameya-News7 Bureau | October 02, 2024 IST

ସମ୍ବଲପୁର ୨।୧୦: ସମ୍ବଲପୁର ସମଲେଇ ମନ୍ଦିରରେ ଭିଡିଓଗ୍ରାଫି ମନା । ମନ୍ଦିରରେ ରିଲ୍ସ, ପ୍ରି ଓ୍ବେଡିଂ ତଥା ଅନ୍ଯ ସମସ୍ତ ଭିଡିଓଗ୍ରାଫି ମନା ହୋଇଛି । ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ପାଇଁ ଟ୍ରଷ୍ଟବୋର୍ଡ ନିଷ୍ପତ୍ତି ନେଇଛି । ଏନେଇ ଟ୍ରଷ୍ଟବୋର୍ଡ ସଭାପତି ସଞ୍ଚୟ ବାବୁ ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ମନ୍ଦିର ପରିସର ଓ ପ୍ରକଳ୍ପ ଅଞ୍ଚଳରେ ଡ୍ଯାନ୍ସ, ରିଲ୍ସ, ପ୍ରିଓ୍ବେଡିଂ ବାହାନାରେ ଅଶ୍ଳୀଳତା ପ୍ରଦର୍ଶନ ହେଉଥିବା ଅଭିଯୋଗ ହୋଇଛି । ଫଳରେ ଟ୍ରଷ୍ଟ ବୋର୍ଡ ଏହି ନିୟମ ଆଣିଛି । 

You Can Read:

ଅଡଙ୍ଗଡିହ ଗାଁର ଅନ୍ତର୍ଯ୍ୟାମୀ ବେହେରାଙ୍କ ଚାଳ ଘରେ ବସି ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.