ଉଦନ୍ତୀ ନଦୀରେ ଭାସି ଯାଇଥିଲେ ମହିଳା, ସୁରକ୍ଷିତ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

Published By : Prameya-News7 Bureau | July 21, 2024 IST

ନୂଆପଡା ୨୧।୭ଗାଧୋଇବାକୁ ଯାଇ ଉଦନ୍ତୀ ନଦୀରେ ଭାସିଗଲେ ମହିଳା । ନୂଆପଡା ଜିଲ୍ଲା ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ମହିଳା ସୁରକ୍ଷିତ ଉଦ୍ଧାର । ମହିଳା ଜଣଙ୍କ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ମହିଳା ଜଣକ ସ୍ଥାନୀୟ ଗଡରାମାଳ ଗ୍ରାମର ନମିତା ସାହୁ ବୋଲି ଜଣାପଡିଛି । ଗାଧୋଇବା ଘାଟରୁ ପାଖାପାଖି ୩ କି.ମି. ଦୂରରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ସୂଚନା ମିଳିଛି । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି ।

You Can Read:

ରାମଚନ୍ଦ୍ର କାଡ଼ାମ କଂଗ୍ରେସ ବିଧାୟକ ଦଳ ନେତା, ସିଏସ୍‌ ରାଜନ ଏକ୍କା ମୁଖ୍ୟ ସଚେତକ ନିଯୁକ୍ତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.