ଯୋବ୍ରା ନିକଟ ମହାନଦୀରେ ଯୁବକ ନିଖୋଜ, ମାରିଟାଇମ୍ ମ୍ୟୁଜିୟମ୍ ନିକଟରୁ ମିଳିଲା ବାଇକ୍ ଓ ଚପଲ

Published By : Prameya-News7 Bureau | July 16, 2024 IST

କଟକ ୧୬: କଟକ ଯୋବ୍ରା ନିକଟରେ ମହାନଦୀରେ ଯୁବକ ନିଖୋଜ । ନିଖୋଜ ଯୁବକ ଜଣଙ୍କ ହେଲେ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ ‌। ସୋମବାର ରାତିରୁ ପ୍ରଶାନ୍ତ ନିଖୋଜ ଅଛନ୍ତି । ପ୍ରଶାନ୍ତଙ୍କ ବାଇକ୍ ଓ ଚପଲ ଯୋବ୍ରା ନିକଟ ମାରିଟାଇମ୍ ମ୍ୟୁଜିୟମ ନିକଟରେ ଥିବା ବେଳେ ପ୍ରଶାନ୍ତଙ୍କର କୌଣସି ଖୋଜଖବର ମିଳିନାହିଁ । ପ୍ରଶାନ୍ତ ନଦୀରେ ବୁଡିଯାଇଥିବା ସନ୍ଦେହ କରି ଅଗ୍ନିଶମ ବିଭାଗ ପକ୍ଷରୁ ଯୋବ୍ରା ବ୍ୟାରେଜ ନିକଟରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି ।

You Can Read:

ଏକାଥରକେ ୩ ସନ୍ତାନ ଜନ୍ମ ଦେଲେ ମହିଳା : ଶିଶୁ ସୁସ୍ଥ ଥିବାବେଳେ ମା’ ଗୁରୁତର ଅସୁସ୍ଥ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.