ଭୁବନେଶ୍ବର ୧୩।୬: ରାଜଧାନୀରେ ଚାଞ୍ଚଲ୍ୟ । ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ । ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ହତ୍ୟାକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ହତ୍ୟାକାଣ୍ଡ ଘଟିଛି । ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ ହୋଇଛି । ମୃତକ ହେଲେ ସୁଶାନ୍ତ ଟୁଡୁ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀ ସାଙ୍ଗକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
You Can Read :