ସମ୍ବଲପୁର ୨୪।୫: ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ । ହାତୀ ଛୁଆର ମୃତଦେହ ଠାବ ହୋଇଛି । ସମ୍ବଲପୁର ଯୁଯୁମୁରା ବ୍ଲକ୍ ସଦର ରେଞ୍ଜ ଝାଙ୍କରପାଲି ସେକ୍ସନ ହାଲୁଖୁଲିଆ ନିକଟରୁ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ଖବର ପାଇ ବନ ବିଭାଗ ପହଞ୍ଚି ମୃତଦେହ ଜବତ କରିଛି । ତେବେ ହାତୀର ମୃତଦେହଟି ୩ରୁ ୪ ଦିନ ତଳର ବୋଲି ଅନୁମାନ କରାଯାଉଛି ।
You Can Read: